Jump to content

ପ୍ରତିଗର୍ଜନ

ଉଇକିଅଭିଧାନ‌ରୁ

ପ୍ରତିଗର୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଗର୍ଜନ)

[ସମ୍ପାଦନା]
୧. ଏକ ଗର୍ଜନର ପ୍ରତ୍ୟୁତ୍ତରେ କରାଯିବା ଗର୍ଜନ — ୧. An answering roar.
୨. ଗର୍ଜନର ପ୍ରତିଧ୍ୱନି —୨. Echo of a roar.