ପ୍ରତିଗିରି
ଦେଖଣା
ପ୍ରତିଗିରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ଗିରି)
[ସମ୍ପାଦନା]- ୧. ଏକ ପ୍ରର୍ବତର ବିପରୀତ ଦିଗରେ ବା ସମ୍ମୁଖରେ ଥିବା ପର୍ବତ —୧. A mountain standing opposite to another mountain.
- ୨. ନିକୃଷ୍ଟ ବା କ୍ଷୁଦ୍ର ପର୍ବତ; ପାହାଡ଼ —୨. Small or inferior mountain; hill.
- ୩. ପର୍ବତ ପରି ଦେଖା ଯାଉଥିବା ସ୍ଥାନ ବା ବସ୍ତୁ — ୩. Anything appearing like a mountain (Howells).