Jump to content

ପ୍ରତିଗୃହୀତ

ଉଇକିଅଭିଧାନ‌ରୁ

ପ୍ରତିଗୃହୀତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିଗୃହୀତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରତି+ଗ୍ରହ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ସ୍ୱକୀୟ ବୋଲି ଗୃହୀତ — ୧. Acknowledged.
୨. ସ୍ୱୀକୃତ —୨. Assented to; affiliated.
୩. ଗୃହୀତ —୩. Received; accepted.