Jump to content

ପ୍ରତିଗ୍ରାହ

ଉଇକିଅଭିଧାନ‌ରୁ

ପ୍ରତିଗ୍ରାହ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିଗ୍ରହଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ ଗ୍ରହ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଦାନ ଗ୍ରହଣ —୧. Accepting a gift;. acceptance of agift.
୨. ଦାନ ଗ୍ରହଣ କରିବାର ଅଧିକାର — ୨. Right to receive a gift.

[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ ବ୍ରାହ୍ମଣର ଷଟ୍କର୍ମ ମଧ୍ୟରୁ ଏହା ଏକତମ]

୩. ଅଙ୍ଗୀକାର —୩. Acknowledgement.
୪. ସ୍ୱୀକାର —୪. Assent; agreement.
୫. ପ୍ରତ୍ୟଭିଯୋଗ; ନାଲିସ ବିରୋଧରେ ନାଲିସ — ୫. Counter-charge.
୬. ଅପିଲ୍ —୬. Appeal.
୭. ପ୍ରତିକୂଳ ଗ୍ରହ —୭. Unfavourable planet; a malignant planet.
୮. ଅନୁଗ୍ରହ —୮. Favour.
୯. ଦେୟ ବସ୍ତୁ —୯. Favour.
୧. ପତତ୍ଗ୍ରହ; ପିକଦାନି — ୧୦. A spitting pot; spittioon.
୧୧. ବନ୍ଧୁଚର୍ଯ୍ୟା; ବନ୍ଧୁର ସମାଦର — ୧୧. Friendly reception (Howells).
୧୨. ସୈନ୍ୟ ରକ୍ଷା; ସୈନ୍ୟ ପାଳନ —୧୨. Defence or maintenace of an army.
୧୩. (+ କର୍ମ. ଅ) ସୈନ୍ୟ ପୃଷ୍ଠ; ଶାନ୍ତ ସୈନ୍ୟଙ୍କ ସ୍ଥାନ ପୂରଣ କରିବା ନିମନ୍ତେ ସୈନ୍ୟନିବେଶର ପଛକୁ ୮ ହାତ ଦୁରରେ ରକ୍ଷିତ ସୈନ୍ୟ ଦଳ — ୧୩. The reserve of an army.