Jump to content

ପ୍ରତିଗ୍ରାହୀ

ଉଇକିଅଭିଧାନ‌ରୁ

ପ୍ରତିଗ୍ରାହୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିଗ୍ରାହିଣୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ଫୁ. (ପ୍ରତି+ଗ୍ରହ୍ ଧାତୁ+କର୍ତ୍ତୃ . ଇନ୍; ୧ମା. ୧ବ)

ଯେ ପ୍ରତିଗ୍ରହ ବା ଦାନ ଗ୍ରହଣ କରେ — Acception gift.

ସଂସ୍କୃତ - . ବିଶେଷ୍ୟ - ଫୁ.

[ସମ୍ପାଦନା]

ଦାନ ଗ୍ରହଣକାରୀ ବ୍ୟକ୍ତି —Donee.