ପ୍ରତିଘ
ଦେଖଣା
ପ୍ରତିଘ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ହନ୍ ଧାତୁ+କରଣ. ଅ)
[ସମ୍ପାଦନା]- ୧. କ୍ରୋଧ —୧. wrath; rage.
- ୨. (+ଭାବ. ଅ) ପ୍ରତିଘାତ —୨. Return blow.
- ୩. ପରସ୍ପର ସଂଗ୍ରାମ —୩. Mutual fighting.
- ୪. (+କର୍ମ. ଅ) ଶତ୍ରୁ —୪. Enemy.
- ୫. ମୂର୍ଚ୍ଛା —୫. Fainting.
- ୬. (+କତ୍ତୃ. ଅ) ପ୍ରତିବନ୍ଧକ —୬. Obstacle.
=== ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଅ)
ପ୍ରତିକୂଳ — Adverse; unfavourable.