ପ୍ରତିଚକ୍ଷୁଃ
(ପ୍ରତିଚକ୍ଷୁ—ଦେଶଜରୂପ)
ଚଷମା; ପ୍ରଚକ୍ଷୁ — Spectacles.
କହି କି ହେବ ନେତ୍ର ମଦେ ମୁଦ୍ରିତ ପ୍ରତିଚକ୍ଷୁପରି ଭଞ୍ଜ. ବୈଦେହୀଶବିଳାସ