Jump to content

ପ୍ରତିଚ୍ଛାୟା

ଉଇକିଅଭିଧାନ‌ରୁ

ପ୍ରତିଚ୍ଛାୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ ଛାୟା; ସନ୍ଧିଯୋଗୁଁ 'ଛ' ସ୍ଥାନରେ 'ଛ')

[ସମ୍ପାଦନା]
୧. ପ୍ରତିମୂର୍ତ୍ତି; ପ୍ରତିକୃତି — ୧. A statue; image.
୨. ଚିତ୍ର; ଛବି —୨. A picture.
୩. ଫଟୋ —୩. Photo.
୪. ସାଦୃଶ୍ୟ —୪. Resemblance.
୫. ପ୍ରତିବିମ୍ୱ —୫. Reflected image.
୬. ଛାୟା —୬. Shadow.