Jump to content

ପ୍ରତିଜ୍ଞାତ

ଉଇକିଅଭିଧାନ‌ରୁ

ପ୍ରତିଜ୍ଞାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରତି+ଜ୍ଞା ଧାତୁ+କର୍ମ. ତ)

[ସମ୍ପାଦନା]
୧. ଅବଧାରିତ — ୧. Determined; resolved.
୨. ସ୍ୱୀକୃତ —୨. Agreed; admittd.
୩. ଅଙ୍ଗୀକୃତ —୩. Promised; vowed.
୪. ପ୍ରକାଶିତ; ବ୍ୟକ୍ତି; ଘୋଷିତ —୪. Propounded.
୫. ପ୍ରସ୍ତାବିତ —୫. Proposed.

=== ସଂସ୍କୃତ - ବି—(+ଭାବ. ତ)

ପ୍ରତିଜ୍ଞା —Proposal; vow; promise.