ପ୍ରତିଜ୍ଞାବନ୍ଧ
(ପ୍ରତିଜ୍ଞାବଦ୍ଧା—ସ୍ତ୍ରୀ)
କୌଣସି କର୍ମ କରିବାକୁ ଅଙ୍ଗୀକାରଦ୍ୱାରା ବାଧ୍ୟ ଥିବା — Promise-bound; bound to do a certain act by virtue of a solemn promise.