Jump to content

ପ୍ରତିଜ୍ଞା କରିବା

ଉଇକିଅଭିଧାନ‌ରୁ

ପ୍ରତିଜ୍ଞା କରିବା

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିଜ୍ଞା କହିବା; ପ୍ରତିଜ୍ଞା କାଢିବା—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆପଣାର କରାମତି ବା ପରାକ୍ରମ ବିଷୟରେ ବଢ଼ାଇ କରିବା; ବାଲିଙ୍ଗି କରିବା — ୧. To brag or boast of one's prowess.
୨. (କଚିରିଆ)—ଶପଥପୂର୍ବକ କହିବା — ୨. To declare solemnly.