ପ୍ରତିଜ୍ଞା ପତ୍ର
ଦେଖଣା
ପ୍ରତିଜ୍ଞା ପତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧଆ; ପ୍ରତିଜ୍ଞା+ପତ୍ର)
[ସମ୍ପାଦନା]- ୧. ଅଙ୍ଗୀକାର ଲିପି; ଯେଉଁ ଲିପିରେ କୌଣସି ବ୍ୟକ୍ତି କୌଣସି ବିଷୟ ଘୋଷଣା କରେ — ୧. Affidavit; solemn statement in writing.
- ୨. ଏକରାରନାମା; ଚୁକ୍ତିପତ୍ର — ୨. Written agreement; a deed of contract.
- ୩. ଘୋଷଣାପତ୍ର —୩. A written declaration.
- ୪. ହାଣ୍ଡନୋଟ୍; ପରେ ଟଙ୍କା ଦେବା ପାଇଁ କରାଯିବା ସ୍ୱୀକାରପତ୍ର — ୪. A promissory note; a handnote.