Jump to content

ପ୍ରତିଜ୍ଞେୟ

ଉଇକିଅଭିଧାନ‌ରୁ

ପ୍ରତିଜ୍ଞେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରତି+ଜ୍ଞା ଧାତୁ+ କର୍ମ. ଯ)

[ସମ୍ପାଦନା]
୧. ପ୍ରତିଜ୍ଞାତ ହେବା ଯୋଗ୍ୟ. ଯେଉଁ ବିଷୟ ପ୍ରତିଜ୍ଞାତ ହେବା ଉଚିତ —୧. Fit to be promised.
୨. ସ୍ୱୀକରଣୀୟ; ଅଙ୍ଗୀକାର୍ଯ୍ୟ — ୨. Deserving to be assented to.
(ପ୍ରତିଜ୍ଞେୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଫୁ.

[ସମ୍ପାଦନା]

(+କତ୍ତୃ. ଯ) ସ୍ତୁତିପାଠକ; ବନ୍ଦୀ; ଭାଟ; ଯେ ରାଜଦରବାରୀମାନଙ୍କ ପଦ ଓ ବଂଶମର୍ଯ୍ୟାଦା ଆଦି ଘୋଷଣା କରେ — A harand; a bard; a panegyrist;a proclaimen of the ranks and title of courtiers in a king's court.