Jump to content

ପ୍ରତିଦ୍ୱନ୍ଦ୍ୱୀ

ଉଇକିଅଭିଧାନ‌ରୁ

ପ୍ରତିଦ୍ୱନ୍ଦ୍ୱୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Pratidwandwī
  • ଆଇ.ପି.ଏ. — pˈɔ hˈʌlˈʌntɔ ɾˈɔ tˈɔ hɾˌɔʃʃoˈikaɾ dˈɔ hˈʌlˈʌntɔ lˈetəbˈiːʃˈatoˈekˈo nˈɔ hˈʌlˈʌntɔ dˈɔ hˈʌlˈʌntɔ lˈetəbˈiːʃˈatoˈekˈo dˈiːɾɡʰikˌaɾ
(ପ୍ରତିଦ୍ୱନ୍ଦ୍ୱିନୀ—ସ୍ତ୍ରୀ) 

(ପ୍ରତିଦ୍ୱନ୍ଦିତା—ବି)

  • (file)

ସଂସ୍କୃତ - ବିଶେଷଣ - ଫୁ. (ପ୍ରତିଦ୍ୱନ୍ଦ୍ୱ+ ଇନ୍; ପ୍ରତିଦ୍ୱନ୍ଦ୍ୱିନ ୧ମା. ୧ବ.)

[ସମ୍ପାଦନା]
୧. ଶତ୍ରୁ ପନ୍ନ —୧. Inmical.
୨. ବିପକ୍ଷୀୟ; ବିରୋଧୀ — ୨. Opposing; adverse.
୩. ସମକ୍ଷକ; ପ୍ରତିଯୋଗୀ — ୩. Rival; vying with.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିପକ୍ଷ; ଶତ୍ରୁ; ପ୍ରତିପକ୍ଷ — ୧. An adversary; opponent.
୨. ଯେ ଅନ୍ୟ ସାଙ୍ଗେ ପଟ ପକାଏ; ଅନ୍ୟ ସହ ପତିଯୋଗିତା କରିବା ବ୍ୟକ୍ତି —୨. A rival.