Jump to content

ପ୍ରତିନନ୍ଦନ

ଉଇକିଅଭିଧାନ‌ରୁ

ପ୍ରତିନନ୍ଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି=ବିଶିଷ୍ଟ+ ନନ୍ଦନ)

[ସମ୍ପାଦନା]
୧. ଅଭିନନ୍ଦନ — ୧. Commendation; congratulation.
୨. ପ୍ରଶଂସା —୨. Praise.
୩. ଆଶୀର୍ବାଦିଦ୍ୱାରା ସମ୍ଭାଷଣ —୩. Welcoming.