Jump to content

ପ୍ରତିନପ୍ତା

ଉଇକିଅଭିଧାନ‌ରୁ

ପ୍ରତିନପ୍ତା

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିନପ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଫୁ. (ପତ୍ର+ନପ୍ତୃ=ପ୍ରତିନପ୍ତୃ, ୧ମା. ୧ବ)

[ସମ୍ପାଦନା]

ପ୍ରପୌତ୍ର; ପୁଅର ନାତି; ଅଣନାତି — Great grandson; Son's grandson.