Jump to content

ପ୍ରତିନିଧି

ଉଇକିଅଭିଧାନ‌ରୁ

ପ୍ରତିନିଧି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି=ପରିବର୍ତ୍ତରେ+ନି+ଧା ଧାତୁ=ଧାରଣ କରିବା+କର୍ମ. ଇ)

[ସମ୍ପାଦନା]
୧. ବଦଳିଆ; ଏକ ବ୍ୟକ୍ତିର ପରିବର୍ତ୍ତରେ କାର୍ଯ୍ୟ କରିବା ବ୍ୟକ୍ତି —୧. A deputy; proxy; a su୮bstitute; a locum tenens.
୨. ଯେ କୌଣସି ଅନୁପସ୍ଥିତ ବ୍ୟକ୍ତିର ସ୍ଥାନ ଅଧିକାର କରିବାକୁ କ୍ଷମତା ପାଇଥାଏ —୨. A representative; a person authoprished to reprtesent an absent person.


୩. ଜାମିନଦାର୍ —୩. Surety.
୪. ପ୍ରତିକୃତି —୪. Likeness.