ପ୍ରତିନିବର୍ତ୍ତନ
ଦେଖଣା
ପ୍ରତିନିବର୍ତ୍ତନ
ଉଚ୍ଚାରଣ
[ସମ୍ପାଦନା]ପ୍ରତିନିବୃତ୍ତ, ପ୍ରତିନିବର୍ତ୍ତତବିଣ
ସଂସ୍କୃତ - ବିଶେଷ୍ୟ - (ପ୍ରତି=ଉଦ୍ଦେଶ୍ୟ ବା ଲକ୍ଷରୁ+ନିବର୍ତ୍ତନ)
[ସମ୍ପାଦନା]- ୨. ଅଭାଷ୍ଟ ବିଷୟରୁ ନିବୃତ୍ତି; ଲକ୍ଷ୍ୟ ପ୍ରତି ଅଗ୍ରସର ନ ହୋଇ ନିବର୍ତ୍ତବା — ୧. Withdrawing from a desired object; desisting from one's aim.
- ୨. ପ୍ରତ୍ୟ୍ୟାବର୍ତ୍ତନ; ଫେରିବା; ପ୍ରତ୍ୟାଗମନ —୨. Returning.
- ୩. ନିବାରଣ —୩. Prevention.
- ୪. କୌଣସି ବ୍ୟକ୍ତିକୁ ଅଭୀଷ୍ଟ କାର୍ଯ୍ୟରୁ ନିବର୍ତ୍ତାଇବା — ୪. Cousing a person to desist from his aim.