Jump to content

ପ୍ରତିପକ୍ଷ

ଉଇକିଅଭିଧାନ‌ରୁ

ପ୍ରତିପକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି=ବିରୁଦ୍ଧ+ପକ୍ଷ)

[ସମ୍ପାଦନା]
୧. ବିପକ୍ଷ; ବିପକ୍ଷୀୟ ବ୍ୟକ୍ତି — ୧. Adversary; opponent.
୨. ଶତ୍ରୁ —୨. Enemy; for;
୩. ଶତ୍ରୁପକ୍ଷ —୩. Hostile party.
୪. ଅପର ପକ୍ଷ —୪. Opposite party.
୫. ପ୍ରତିଦ୍ୱନ୍ଦୀ —୫. Rival.
୬. (ଦେବାନୀ ମକଦ୍ଦମାରେ ପ୍ରତିବାଦୀ; ବିବାହୀ) — ୬. A defendant in a civil suit.
୭. (ଫଉଜଦାରି ମକଦ୍ଦମାରେ) ଆସାମୀ; ମୁଦାଲା ===
୮. ସାଦୃଶ୍ୟ —୮. Likeness; resemblance; similarity.