Jump to content

ପ୍ରତିପଚ୍ଚନ୍ଦ୍ର

ଉଇକିଅଭିଧାନ‌ରୁ

ପ୍ରତିପଚ୍ଚନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତିପତ୍+ଚନ୍ଦ୍ର; ପ୍ରତିପଦା ଦିନର ଅତି କ୍ଷୀଣ ଚନ୍ଦ୍ର ଲୋକଙ୍କ ଆଖିକୁ ଦେଖା ନ ଯିବାରୁ; ତୁଳ. ଆକାଶ କୁସୁମ; ଲେଡ଼ି ବାଳ)

[ସମ୍ପାଦନା]

ଆଦୃଶ୍ୟ ବିଷୟ —An invisble thing.