Jump to content

ପ୍ରତିପତ୍

ଉଇକିଅଭିଧାନ‌ରୁ

ପ୍ରତିପତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି=ପ୍ରଥମ+ପଦ୍ ଧାତୁ=ଯିବା, ଘଟିବା+ କ୍ୱିପ୍; ପ୍ରତିପଦ୍ ୧ମା. ୧ବ)

[ସମ୍ପାଦନା]
୧. ଶୁକ୍ଳପକ୍ଷ ବା କୃଷ୍ଣପକ୍ଷର ପ୍ରଥମ ତିଥି; ପୂର୍ଣ୍ଣମୀ ଓ ଅମାବାସ୍ୟାର ପରଦିନ (ଶୁକ୍ଳ ଓ କୃଷ୍ଣଭେଦରେ ପ୍ରତିପଦ୍ ୨ଟି ଶୁକ୍ଳ ପ୍ରତିପତ୍ ଓ କୃଷ୍ଣ ପ୍ରତିପତ୍) —୧. The first day of the lunar fortnight; the ୧st day of the moon's increase or wane.
୨. ବୃଦ୍ଧି —୨. Increase.
୩. ବୁଦ୍ଧି —୩. Understanding.
୪. ପଦବୀ —୪. Rank; title.
୫. ଫଳାଫଳ —୫. Consequence.