ପ୍ରତିପଦର୍ଶୀ
ଦେଖଣା
ପ୍ରତିପଦର୍ଶୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ଫୁ. (ପ୍ରତୀପ+ଦର୍ଶିନ୍; ୧ମା. ୧ବ)
[ସମ୍ପାଦନା]- ୧. ବିପରୀତଦର୍ଶୀ; ଯେ ଭଲ କଥାକୁ ମନ୍ଦରୂପେ ବା ମନ୍ଦ କଥାକୁ ଭଲରୂପେ ଦେଖେ —୧. Seeing things from an opposite or contrary point of view.
- ୨. ଦେଖିଲା ବେଳକୁ ଯେ ଦର୍ଶକଆଡ଼ୁ ମୁହଁ ଫେରାଇ ନିଏ — ୨. Averting the face from the person who looks at him.