ପ୍ରତିପାଦିତ
ଦେଖଣା
ପ୍ରତିପାଦିତ
ଉଚ୍ଚାରଣ
[ସମ୍ପାଦନା](ପ୍ରତିପାଦନ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ରତି+ପାକ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଦତ୍ତ; ଅର୍ପିତ —୧. Given; delivered.
- ୨. ସମ୍ପାଦିତ —୨. Accomplished.
- ୩. ପ୍ରମାଣିତ —୩. Proved; demonstrated.
- ୪. ସ୍ଥିରୀକୃତ; ନିର୍ଣ୍ଣୀତ —୪. Ascertained; settled.
- ୫. ଉତ୍ପନ୍ନ —୫. Caused; prodnced.
- ୬. ବିଜ୍ଞାପିତ —୬. Informed; notified.
- ୭. ବୋଧିତ; ବୁଝାଇ ଦିଆ ଯାଇଥିବା — ୭. Explained, instruted.