Jump to content

ପ୍ରତିପାଦ୍ୟ

ଉଇକିଅଭିଧାନ‌ରୁ

ପ୍ରତିପାଦ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରତ+ପଦ୍ ଧାତୁ=ଗମନ କରିବା+କର୍ମ. ଯ)

[ସମ୍ପାଦନା]
୧. ପ୍ରମାଣସାଧ୍ୟ —୧. Demonstrable.
୨. ଅଭିଧେୟ —୨. Fit to be mentioned.
୩. ଯାହା ବୁଝାଇ ଦିଆ ଯିବା ଯୋଗ୍ୟ — ୩. Fit to be explained.


୪. ବୋଧ୍ୟ —୪. Fit to be understood.
୫. ବର୍ଣ୍ଣନୀୟ ବିଷୟ ସମ୍ୱନ୍ଧୀୟ —୫. Describable; predicable; relevant to the matter to be described.
୬. ସ୍ଥିରକୃତ ହେବା ଯୋଗ୍ୟ —୬. Ascertainable.