Jump to content

ପ୍ରତିପାଳକ

ଉଇକିଅଭିଧାନ‌ରୁ

ପ୍ରତିପାଳକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିପାଳିକା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - . (ପ୍ରତି+ପାଳି ଧାତୁ=ରକ୍ଷା କରିବା+କର୍ତ୍ତୃ. ଅକ)

ଯେ ପ୍ରତିପାଳନ କରେ; ଯେ ପୋଷେ — Supporiting; bring up; maintainig.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାଜା —୧. King.
୨. ପାଳନକାରୀ ବ୍ୟକ୍ତି —୨. Protecter; supporter.