Jump to content

ପ୍ରତିପାଳନା

ଉଇକିଅଭିଧାନ‌ରୁ

ପ୍ରତିପାଳନା

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିପାଳିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ପାଳି ଧାତୁ+ଭାବ. ଅନ;+ଆ)

[ସମ୍ପାଦନା]
୧. ରକ୍ଷଣ —୧. Watching; guarding.
୨. ପାଳିବା; ଅନ୍ନସ୍ତ୍ରାଦିଦ୍ୱାରା ପୋଷଣ — ୨. Supporting; maintaining.
୩. (ନିୟମ) ପାଳନ କରିବା; ମାନିବା; ଅନୁସରଣ କରିବା — ୩. Observance; obeying; following (a rule).
୪. ଆଜ୍ଞାପାଳନ —୪. Obeying of an order.