Jump to content

ପ୍ରତିପାଳନୀୟ

ଉଇକିଅଭିଧାନ‌ରୁ

ପ୍ରତିପାଳନୀୟ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିପାଳୟିତବ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ରତ+ପାଳି ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ପୋଷଣୀୟ —୧. Cherishable.
୨. ରକ୍ଷଣୀୟ — ୨. To be observed or proted or kept.
୨. ଯାହାକୁ ପୋଷିବା ଉଚିତ — ୩. Diserving to be maintained.