ପ୍ରତିପାଳିବା
ଦେଖଣା
ପ୍ରତିପାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରତିପାଳିବା
|
ଦେଶଜ - (ପଦ୍ୟ) (ସଂସ୍କୃତ - ପ୍ରତିପାଳନ)
[ସମ୍ପାଦନା]- ୧. ପ୍ରତିପାଳନ କରିବା; ପୋଷିବା — ୧. To maintain.
- ୨. (ଆଜ୍ଞା ଆଦି) ପାଳନ କରିବା — ୨. To obey (an order)
ଭକ୍ତ ବଚନ ପ୍ରତିପାଳି ଗୋରୁ ଚଉକି ବନମାଳ ଭୁପତି ମେପଞ୍ଚାମୃତ
- ୩. ଯତ୍ନପୂର୍ବକ ରକ୍ଷା କରିବା ୩. To keep with care; to protect.
ପର କୁହାରୁ କି ହେବ ଯହିଁ ମନ ମିଳି; ଯେ ଯାହାର ଦ୍ରବ୍ୟ ସେ କାହାକୁ ପ୍ରତିପାନିଷ ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ