Jump to content

ପ୍ରତିପୋଷଣ

ଉଇକିଅଭିଧାନ‌ରୁ

ପ୍ରତିପୋଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ପୋଷଣ)

[ସମ୍ପାଦନା]

ପ୍ରତିପାଳନ; ଜୀବିକାନିର୍ବାହ — Maintaining.

ପ୍ରତିପୋଷିତ, ପ୍ରତିପୋଷଣୀୟ—ବିଣ)

ଦେଶଜ - ବିଶେଷଣ -

[ସମ୍ପାଦନା]

ପ୍ରତିପୋଷିତ — Maintained; cherished.