Jump to content

ପ୍ରତିପୋଷଣ ହେବା

ଉଇକିଅଭିଧାନ‌ରୁ

ପ୍ରତିପୋଷଣ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

ନିଜର ଜୀବିକା ନିର୍ବାହ କରିବା; ପୋଷି ହେବା — To get one's mainstenance or support; to maintain one's self.

(ଯଥା—ମୁଁ ଓକାଲତି ବ୍ୟବସାୟଦ୍ୱାରା ପ୍ରତିପୋଷଣ ହେଉଥିଲି)