Jump to content

ପ୍ରତିଫଳ

ଉଇକିଅଭିଧାନ‌ରୁ

ପ୍ରତିଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପତ୍ର=ବଦଳରେ+ଫଳ)

[ସମ୍ପାଦନା]
୧. ପ୍ରତିଶୋଧ — ୧. Revenge; retribution.
୨. କୌଣସି କାର୍ଯ୍ୟ ପାଇଁ ପ୍ରଦତ୍ତ ପୁରସ୍କାର ବା ଦଣ୍ଡ — ୨. Reward or punishment meted out for an action.
୩. ପ୍ରତ୍ୟୁପକାର — ୩. A good turn; requital; recompense.
୪. କାର୍ଯ୍ୟର ଶେଷଫଳ — ୪. The consequence of an action.
୫. ପ୍ରତିବିମ୍ୱ —୫. Reflected image; shadow.