ପ୍ରତିବନ୍ଧ
ଦେଖଣା
ପ୍ରତିବନ୍ଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରତି=ବିରୁଦ୍ଧ+ବନ୍ଧ=ବନ୍ଧା)
[ସମ୍ପାଦନା]- ୧. ବନ୍ଧା ଯାଇଥିବା;' ଆବଦ୍ଧ —୧. Bound.
- ୨. ବାଧାପ୍ରାପ୍ତ — ୨. Impeded; obstructed; thwarted.
- ୩. ନିବାରିତ —୩. Prevented.
ପ୍ରତିବନ୍ଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ବନ୍ଧ ଧାତୁ=ବାନ୍ଧିବା+ଭାବ. ଅ)
[ସମ୍ପାଦନା]- ୧. ବନ୍ଧନ —୧. Binding.
- ୨. ସମ୍ୱନ୍ଧ —୨. Connection.;
- ୩. ବାଧା; ବିଘ୍ନ —୩. Obstacle; impediment.
- ୪. ନିରାଶା —୪. Disappointment.
ସଂସ୍କୃତ - ବିଶେଷଣ - (+କର୍ମ. ଅ)
[ସମ୍ପାଦନା]- ୧. ନିବାରତ —୧. Prevented.
- ୨. ବାଧାପ୍ରାପ୍ତ —୨. Impeded; thwarted.