Jump to content

ପ୍ରତିବନ୍ଧକ

ଉଇକିଅଭିଧାନ‌ରୁ

ପ୍ରତିବନ୍ଧକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଣ (ପ୍ରତି+ବନ୍ଧ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ବାଧାଜନକ; ପ୍ରତିରୋଧକ — Obstructing; impeding.

=== ସଂସ୍କୃତ - ବିଶେଷ୍ୟ - (+ଭାବ. ଅ)

୧. ବାଧା; ବ୍ୟାଘାତ — ୧. Impediment; obstacle.
୨. ବାନ୍ଧିବା; ବନ୍ଧନ —୨. Binding.
୩. ବୃକ୍ଷର ଶାଖା —୩. Branch; a shoot.