Jump to content

ପ୍ରତିବଳ

ଉଇକିଅଭିଧାନ‌ରୁ

ପ୍ରତିବଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରତି=ସମାନ+ବଳ)

[ସମ୍ପାଦନା]
୧. ସମବଳଶାଳୀ — ୧. Having equal strength.
୨. ଯାହାସଙ୍ଗେ ଲଢ଼ିବାକୁ ସମବଳଶାଳୀ ବା ସମକକ୍ଷ ଯୋଦ୍ଧା ଥାଏ —୨. Equally matched.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସମକକ୍ଷ ଯୋଦ୍ଧା — Well-matched adversary.