ପ୍ରତିବସ୍ତୁପମା
ଦେଖଣା
ପ୍ରତିବସ୍ତୁପମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ବସ୍ତୁ+ଉପମା)
[ସମ୍ପାଦନା]ଅର୍ଥାଳଙ୍କାରବିଶେଷ (ଉପମାନ ଓ ଉପମେୟରୂପେ ପ୍ରଯୁକ୍ତ ହୋଇ ଥିବା ଦୁଇଟି ବାକ୍ୟର ସାଧାରଣ ଧର୍ମ ଭିନ୍ନ ଭିନ୍ନ ପଦଦ୍ୱାରା କଥିତ ହେଲେ 'ପ୍ରତିବସ୍ତୁପମା' ଅଳଙ୍କାର ହୁଏ— କୁଳମଣି. (ଅଳଙ୍କାରତରଙ୍ଗିଣୀ) — A figure of speech; a kind of expressed simile.
[ଦ୍ରଷ୍ଟବ୍ୟ —ଉଦାହରଣ— କିନ୍ତୁ ରୁପ ଥିଲେ ପ୍ରଚ୍ଛନ୍ନ କେବେ ରସିକ ଛାଡ଼େ ମଧୁଥିଲେ ପୁଷ୍ପେ ଯତନେ ଖୋଜି ମଧୁପ କାଢ଼େ— ରାଧାନାଥ ଚନ୍ଦ୍ରଭାଗା]