Jump to content

ପ୍ରତିବାଦି

ଉଇକିଅଭିଧାନ‌ରୁ

ପ୍ରତିବାଦି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା; ସଂସ୍କୃତ - ପ୍ରତିବାଦୀ)

[ସମ୍ପାଦନା]
୧. ପ୍ରତିବାଦୀ (ଦେଖ) - —୧. Pratibādī (See)
୩. ବିବାଦ —୨. Dispute.

(ଯଥା—ତାର ମୋର ପ୍ରତିବାଦ ଅଛି)

୩. ମନୋମାଳିନ୍ୟ —୩. Ill feeling.
୪. ଅହନ୍ତା —୪. Grudge; spite.

(ଯଥା—ସେ ପ୍ରତିବାଦିରେ ମୋ ନାଆଁରେ ମିଛ ମକଦ୍ଦମା କରିଛି)

ଦେଶଜ - ବିଶେଷଣ -

[ସମ୍ପାଦନା]

ଶତ୍ରୁତାପନ୍ନ —Inimical.