Jump to content

ପ୍ରତିବାଦୀ

ଉଇକିଅଭିଧାନ‌ରୁ

ପ୍ରତିବାଦୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିବାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଫୁ. (ପ୍ରତି+ବାଦିନ; ୧ମା. ୧ବ.)

[ସମ୍ପାଦନା]
୧. ବାଦୀର ବିପକ୍ଷୀୟ ବ୍ୟକ୍ତି; ବିବାଦୀ; ପ୍ରତ୍ୟର୍ଥୀ — ୧. A defendant; a respondent.
୨. ଅସାମୀ; ମୁଦାଲା —୨. An a accused.
୩. ବିପକ୍ଷ ପକ୍ଷ —୩. Opposite party; opponent.