ପ୍ରତିବାପ
ଦେଖଣା
ପ୍ରତିବାପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ବପ୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଚୂର୍ଣ୍ଣ, ଚୂନା (ହିନ୍ଦୀ - ଶ) —୧. Powder.
- ୨. କଳ୍କ; ସିଠା (ହିନ୍ଦୀ - ଶ) — ୨. Sediment; refuse or dirt of a fluid.
- ୩. (+ଭାବ. ଅ) ଧାତୁର ଭସ୍ମକରଣ (ହିନ୍ଦୀ - ଶ) ୩. Oxidisation of metals.
- ୪. ପାଚନ ଆଦିରେ ପକାଯିବା ଔଷଧ ଚୁର୍ଣ୍ଣ (ହିନ୍ଦୀ - ଶ) ୪. Medicinal powder which is put in to a decoction.