ପ୍ରତିବାସୀ
(ପ୍ରତିବାସିନୀ—ସ୍ତ୍ରୀ)
(ପ୍ରତିବାସିତା—ବି)
=== ସଂସ୍କୃତ - ବିଶେଷ୍ୟ - ଫୁ. (ପ୍ରତି+ବସ୍ ଧାତୁ+ଇନ୍, ୧ମା. ୧ବ)
ପଡ଼ୋସୀ; ନିକଟସ୍ଥ ଗୃହସ୍ଥ —Neighbour.
ସନ୍ନିକଟରେ ବାସ କରୁଥିବା — Neighbouring; living near by.