Jump to content

ପ୍ରତିବାହୁ

ଉଇକିଅଭିଧାନ‌ରୁ

ପ୍ରତିବାହୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ବାହୁ)

[ସମ୍ପାଦନା]
୧. ବାହୁର ଅଗ୍ରଭାଗ (ହିନ୍ଦୀ - ଶ) ୧. The fore part of the arm.
୨. (ନାମ) ଶଫଳ୍କଙ୍କର ଏକପୁତ୍ର ଓ ଆକ୍ରୁରଙ୍କର ଭାଇ (ହିନ୍ଦୀ - ଶ) —୨. Name of a brother of Akrūra.