ପ୍ରତିବିଧାନ
ଦେଖଣା
ପ୍ରତିବିଧାନ
ଉଚ୍ଚାରଣ
[ସମ୍ପାଦନା](ପ୍ରତିବିହିତ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ରତି+ବିଧାନ)
[ସମ୍ପାଦନା]- ୧. ପ୍ରତିକାର — ୧. Remedy.
- ୨. ଲେଉଟ ଉପାୟ — ୨. Counteraction; remedial means.
- ୩. ଉପାୟ —୩. Means.
- ୪. ନିବାରଣ —୪. Prevention.
- ୫. ପ୍ରତିଶୋଧ —୫. Revenge; retation.
- ୬. ହୁସିଆରି; ସତର୍କତା —୬. Precaution.
- ୭. ଉପଶମ —୭. Alleviation; relief; abatement.