Jump to content

ପ୍ରତିବିମ୍ୱ

ଉଇକିଅଭିଧାନ‌ରୁ

ପ୍ରତିବିମ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି=ତୁଲ୍ୟ+ବିମ୍ୱ=ମୁର୍ତ୍ତି)

[ସମ୍ପାଦନା]
୧. (ଅବ୍ୟୟୀଭାବ) ସମାନ ଆକୃତି —୧. Similar figure.
୨. ପ୍ରତିଚ୍ଛାୟା; ଦର୍ପଣ; ଆରସୀ —୩. Glass; mirror.
୪. ମୂର୍ତ୍ତି; ପ୍ରତିମା (ହିନ୍ଦୀ - ଶ) —୪. Image.