ପ୍ରତିବିମ୍ୱିବା
ଦେଖଣା
ପ୍ରତିବିମ୍ୱିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରତିବିମ୍ୱିବା
|
ଦେଶଜ - (ପଦ୍ୟ କ୍ରି. (ସଂସ୍କୃତ - ପ୍ରତିବିମ୍ୱିତ)
[ସମ୍ପାଦନା]ପ୍ରତିବିମ୍ୱିତ ବା ପ୍ରତିଫଳିତ ହେବା — To be reflected.
ଜବା କୁସୁମ ପ୍ରତିବିମ୍ୱି ଅଛି କି ନିର୍ମଳ ମୁକୁର ଖଣ୍ଡେ ଭଞ୍ଜ—କୋଟୀବ୍ରହ୍ମାଣ୍ଡସୁନ୍ଦରୀ