Jump to content

ପ୍ରତିବିହିତ

ଉଇକିଅଭିଧାନ‌ରୁ

ପ୍ରତିବିହିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରତି+ବିହିତ)

[ସମ୍ପାଦନା]
୧. ପ୍ରତିବିଧାନୀକୃତ; ଯାହାର ପ୍ରତିବିଧାନ କରା ଯାଇଅଛି —୧. Remedied.
୨. ଶୋଭିତ; ସଜ୍ଜିତ —୨. Arranged.
୩. ନିବାରତ —୩. Prevented.
୪. ଉପଶମିତ —୪. Alleviated.