Jump to content

ପ୍ରତିବୁଦ୍ଧ

ଉଇକିଅଭିଧାନ‌ରୁ

ପ୍ରତିବୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିବୁଦ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ପ୍ରତି+ବୁଦ୍ଧ)

[ସମ୍ପାଦନା]
୧. ପ୍ରସିଦ୍ଧା —୧. Well known.
୨. ଉନ୍ନତ —୨. Elevated.
୩. ଯେ ସ୍ୱୟଂ ନିଦରି ଉଠିଛି — ୩. Risen from sleep.

[ଦ୍ରଷ୍ଟବ୍ୟ —ଯାହାକୁ କେହି ନିଦରୁ ଉଠାଇଥାଏ ତାକୁ ପ୍ରତିବୋଧିତ ବୋଲାଯାଏ, ଯେ ଆପଣା ମନକୁ ନିଦରୁ ଉଠିଥାଏ ତାକୁ ପ୍ରତିବୁଦ୍ଧ ବୋଲାଯାଏ]