Jump to content

ପ୍ରତିବୋଧ

ଉଇକିଅଭିଧାନ‌ରୁ

ପ୍ରତିବୋଧ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି=ବିଶିଷ୍ଟ+ବୋଧ)

[ସମ୍ପାଦନା]
୧. ବିଶିଷ୍ଟ ଜ୍ଞାନ —୧. Understanding; special knowledge.
୨. ନିଦ୍ରା ଭାଙ୍ଗିବା; ଜାଗରଣ — ୨. Waking; awaking.
୩. କୌଣସି ଭାବଦ୍ୱାରା ମନରେ ଜାତ ହେବା ଲେଉଟ ଭାବ — ୩. Reflected idea.


୪. (ଫୁଲର) ଫୁଟିବା —୪. Opening; blowing (of flower).
୫. ସ୍ମରଣ —୫. Recollection.