Jump to content

ପ୍ରତିବୋଧକ

ଉଇକିଅଭିଧାନ‌ରୁ

ପ୍ରତିବୋଧକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିବୋଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଂ.

[ସମ୍ପାଦନା]
୧. ନିଦ୍ରା ଭଙ୍ଗକାରୀ — ୧. One who rouses a person from sleep.
୨. ଜ୍ଞାନ ଉତ୍ପନ୍ନ କରାଇବା ବ୍ୟକ୍ତି — ୨. One who generates knowledge or wisdom.
୩. ତିରସ୍କାରକ —୩. Reprimander.
୪. ଶିକ୍ଷକ —୪. Teacher.