Jump to content

ପ୍ରତିଭ

ଉଇକିଅଭିଧାନ‌ରୁ

ପ୍ରତିଭ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରତିଭା)

[ସମ୍ପାଦନା]

ସାଦୃଶ୍ୟ — Similarity.

କାମ ସୃଷ୍ଟି ଜାତ ପାଳିବା ରହିତ ଅର୍ଥେ ରଖିଲେ ପ୍ରତିଭା ଦୀନକୃଷ୍ଣ. ରସକଲ୍ଲୋଳ

(ପ୍ରତିଭା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ସମାସରେ ବ୍ୟବହୃତ ଯଥା— ସୂର୍ଯ୍ୟପ୍ରତିଭ)

ଅମୁକ ପରି ପ୍ରଭା ଯୁକ୍ତ — Shining like.