Jump to content

ପ୍ରତିଭଟ

ଉଇକିଅଭିଧାନ‌ରୁ

ପ୍ରତିଭଟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ସଦୃଶ; ସମାନ — Similar.

ବଚନ ସୁଧାସାର ପ୍ରତିଭଟ, ପେଟୁଟିଯାକ ନିପଟ କପଟ କବିସୂର୍ଯ୍ୟ. କବିତା

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଭଟ)

[ସମ୍ପାଦନା]
୧. ସମକକ୍ଷ ଯୋଦ୍ଧା (ହିନ୍ଦୀ - ଶ) — ୧. An equal warrior; a match.
୨. ଶତ୍ରୁ (ହିନ୍ଦୀ - ଶ.) —୨. Enemy.
୩. ପ୍ରତିଦ୍ୱନ୍ଦୀ ଯୋଦ୍ଧା (ହିନ୍ଦୀ - ଶବ୍ଦସାଗର) — ୩. Adversary; rival warrior.