Jump to content

ପ୍ରତିଭା

ଉଇକିଅଭିଧାନ‌ରୁ

ପ୍ରତିଭା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ +ସ୍ତ୍ରୀ. ଆ)

[ସମ୍ପାଦନା]
୧. ପ୍ରଜ୍ଞା; ଅସାଧାରଣ ବୁଦ୍ଧି — ୧. Extraordinary intelligence.
୨. ପ୍ରତ୍ୟୁତ୍ପନ୍ନ ମତି; ଉପସ୍ଥିତ ବୁଦ୍ଧି — ୨. Presence of mind.
୩. ନବନବୋନ୍ମେଷଶାଳିନୀ ବୁଦ୍ଧି —୩. Creative genius.
୪. ପ୍ରଭା; ଦୀପ୍ତି; ଔଜ୍ଜ୍ୱଲ୍ୟ — ୪. Splendour; brilliancy.
୫. ସାଦୃଶ୍ୟ —୫. Similarity.
୬. ପ୍ରତିବିମ୍ୱିତ ଆଲୋକ ବା ଉଜ୍ଜ୍ୱଳତା — ୬. Reflected light or lustre.
୭. ସାହସିକତା —୭. Boldness.
୮. ପ୍ରଗଳ୍ଭତା — ୮. Audacity; pertness; forwardness.
୯. ପ୍ରଖର ବୁଦ୍ଧି; ତୀକ୍ଷ୍ଣ ବୁଦ୍ଧି — ୯. Sharp wit; brilliant intellect.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଭାବ)

[ସମ୍ପାଦନା]

ଶକ୍ତି; ସାମର୍ଥ୍ୟ; କ୍ଷମତା — Power.

ପ୍ରତି ଅବୟବରେ ଅଛି ଯେଉଁ ଶୋଭା, କହିବାକୁ କାହାର ହୋଇବ ପ୍ରତିଭା କୃଷ୍ଣସିଂହ ମହାଭାରତ ବନ